ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରରୁ କ୍ବାଲାଲମ୍ପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ପରେ ଏବେ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଓଡିଶା କେନ୍ଦ୍ରର ଅନୁମତି ଲେଡିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କେନ୍ଦ୍ର କ୍ୟାବିନେଟ ସଚିବ ଙ୍କ ସହିତ ଭିଡିଓ କନ୍ ଫରନେସିଂ ବେଳେ ଓଡିଶା ପକ୍ଷରୁ ଦାବୀ କରାଯାଇଛି।