Published : ଓଡିଶା ସନ୍ ଟାଇମ୍ସ
24-Feb-2018
ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନରେ ହାରାହାରି ମତଦାନ ହାର ୭୨ ପ୍ରତିଶତ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷାକର୍ମି ସମଗ୍ର ନିର୍ବାଚନ ମଣ୍ଡଳିରେ ମୁତୟନ ହୋଇଥିଲା ବେଳେ ମତଦାନ ମୋଟା ମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ଜଣାପଡିଛି।