Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
30-May-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦଳ ରାଜ୍ୟବାସୀଙ୍କୁ ନିର୍ବାଚନ ଇସ୍ତାହାରେ ଯେଉଁ ପ୍ରତିଶ୍ରୁତି ଦେଇଛି ସେ ଦିଗରେ କେତେ ଅଗ୍ରଗତି ହୋଇଛି ସେଥିନେଇ ଠିକ୍ ବର୍ଷକ ପରେ ଅର୍ଥାତ ୨୦୨୦ରେ ତାର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନଙ୍କୁ କହିଛନ୍ତି।