Published : ଟାଇମ୍ସ ଅଫ ଇଣ୍ଡିଆ
08-Mar-2020
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ଵୟଂସହାୟକ ଗୋଷ୍ଠି ଗୁଡିକ ପାଇଁ ସ୍ଵତନ୍ତ୍ର ମିଶନ୍ ଶକ୍ତି ବିଭାଗକୁ ପୃଥକ ବିଭାଗ ଘୋଷଣା କରିଛନ୍ତି। ଏଭଳି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ।