Published : ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ
28-Oct-2016
ରାଜ୍ୟର ପ୍ରତି ପଞ୍ଚାୟତରେ ଆଇନ୍ ସହାୟତା ପ୍ରକୋଷ୍ଠ ଖୋଲିବା ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ଅନଗ୍ରସର ତଥା ଅନ୍ୟାନ ସାମାଜିକ କାରଣ ପାଇଁ କୋର୍ଟକୁ ଯାଇ ପାରୁନଥିବା ବ୍ୟକ୍ତି ମାନଙ୍କୁ ବିନା ଖର୍ଚରେ ଏହି ପ୍ରକୋଷ୍ଠ ଆଇନ୍ ଗତ ସହାୟତା ପ୍ରଦାନ କରିବାରେ ସହାୟକ ହେବ।