Published : ଟାଇମ୍ସ ଅଫ ଇଣ୍ଡିଆ
03-Feb-2019
ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ତାଲିକାରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଛୋଟ ଚାଷୀ,କୃଷି ଶ୍ରମିକଙ୍କ ନାମ ପଞ୍ଜିକୃତ ହୋଇଛି। ଫେବୃଆରୀ ୧୦ ତାରିଖ ସୁଦ୍ଧା ଉପଭୋକ୍ତାଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି।