Published : ହିନ୍ଦୁ
03-Jun-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଥିବା ବେଳେ ନିଜ ଜିଲ୍ଲା ଦକ୍ଷିଣ ଓଡ଼ିଶାର ଗଞ୍ଜାମର ହିଞ୍ଜିଳି ଆସନ ରଖିଛନ୍ତି।