Published : ଓଡ଼ିଶା ସନ୍ ଟାଇମ୍ସ
21-Jan-2019
ପଶ୍ଚିମବଙ୍ଗରେ ଜମି ଅଧିଗ୍ରହଣରେ ବ୍ୟାଘାତ ସୃଷ୍ଟି ହେବା ଯୋଗୁ ଦୀର୍ଘ ସାତବର୍ଷ ହେବ ବନ୍ଦ ହୋଇ ପଡିଥିବା ‘ଜଳେଶ୍ବର- ଦିଘା’ ରେଳ ପଥର ନିର୍ମାଣ କାର୍ଯ୍ୟ ପୁର୍ନବାର ଚାଲୁକରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରେଳ ବିଭାଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି।