Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
16-Mar-2019
ଭୁବନେଶ୍ବରରୁ ରେଳବାଇ ବିଦ୍ୟୁତ କରଣ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ପାଇଁ ରେଳ ମନ୍ତ୍ରାଳୟର ନିଷ୍ପତ୍ତିକୁ ନେଇ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ଗୁଡିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।