Published : ଓଡ଼ିଶା ସନ୍ ଟାଇମ୍ସ
24-Jan-2019
ପୂର୍ବତନ କଂଗ୍ରେସ ନେତା ନବ କିଶୋର ଦାସ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଝାରସୁଗୁଡାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେ ଘୋଷଣା କରିଛନ୍ତି ଜାନୁୟାରୀ ୧୬ ତାରିଖରେ ସେ କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି।