Published : ଓଡ଼ିଶା ସନ୍ ଟାଇମ୍ସ
28-May-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁରୁଷ ବିଶ୍ବକପ ହକିର ଅନଲାନ୍ ଟିକଟ ବିକ୍ରୀର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମ ଟିକେଟ ଗ୍ରହଣ କରିଛନ୍ତି।