ବିଜୁ ଜନତା ଦଳ ଜାନୁୟାରୀ ୫ରେ ପୁରୀରେ କରିବ ମିଶନଶକ୍ତି ଓ ଅଙ୍ଗନବାଡି କର୍ମୀଙ୍କ ମହା ସମାବେଶ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସମାବେଶରେ ୫୦୦୦୦ ମିଶନଶକ୍ତି ଓ ଅଙ୍ଗନବାଡିକର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ସେହି ଦିନ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ବାରିପଦାଠାରେ ଏକ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।