Published : ଟାଇମ୍ସ ଅଫ ଇଣ୍ଡିଆ
18-Apr-2018
ରାଜ୍ୟ ବ୍ୟାପି ପବିତ୍ର କୃଷି ଉତ୍ସବ ଅକ୍ଷୟ ତୃତୀୟା ପାଳନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରା ନବୀନ ପଟ୍ଟନାୟକ ଏହି ଅବସରରେ ବୁଧବାର ଦିନ ଅନୁଗୋଳର କିଶୋରନଗର ବ୍ଲକ ଅନ୍ତର୍ଗତ ନାକଚିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକ ଦିବସରେ ଅଖିମୁଠି ଅନୁକୂଳ କରିଥିଲେ।