Published : ଓଡ଼ିଶା ସନ୍ ଟାଇମ୍ସ
10-Mar-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲୋଖି ଦାବୀ କରିଛନ୍ତି ଯେ କୋଇଲା ରୟାଲଟି ୧୪ରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଓଡ଼ିଶାର ଦୀର୍ଘ ଦିନର ଦାବିକୁ ପୁରଣ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।