Published :
ଓଟିଭି
/
24-Jun-2017
ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବାପାଇଁ ତିନୋଟି ନୂଆ ପ୍ଲାନିଟୋରିୟମ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ଲାନିଟୋରିୟମ ବାରିପଦା, ରାୟଗଡା ଓ ଗୋପାଳପୁରଠାରେ ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ବଦ୍ରୀ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।