Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
28-Aug-2017
ବିଜୁ ଜନତା ଦଳ ୧୧ ଜଣିଆ ନୂଆ ମୁଖପାତ୍ର ନାମ ଘୋଷଣା କରିଛି। ମୁଖପାତ୍ର ମାନେ ବିଭିନ୍ନ ପ୍ରସଙ୍ଗରେ ଦଳର ମତାମତକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିବେ।