ସଂସଦ ଓ ବିଧାନ ସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବାନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ସମର୍ଥନ ଦେବାପାଇଁ ବିଜେଡିର ସଂସଦୀୟ ଦଳର ନେତା ଶ୍ରା ଭର୍ତ୍ତୃହରି ମହତାବ ସମାଜବାଦୀ ପାର୍ଟିର ସଭାପତି ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଖିଳେଶ ଯାଦବଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରିଛନ୍ତି।