Published : ଓଡିଶା ସନ୍ ଟାଇମ୍ସ
07-Aug-2017
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ , ବିଶେଷ କରି ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଟ୍ବିଟର ମାଧ୍ୟମରେ ଜ୍ଞାପନ କରିଛନ୍ତି।