Published : ଓରିଶାପୋଷ୍ଟ
29-Dec-2018
ବିଜେଡିର ସାଂସଦ ମାନେ ଲୋକସଭାରେ ଅନ୍ୟଦଳର ସଦସ୍ୟ ମାନଙ୍କ ସହଯୋଗରେ ଚଳିତ ବର୍ଷ ସଫଳତାର ସହିତ ସଂସଦରେ ୮ ଟି ପ୍ରାଇଭେଟ ମେମ୍ବରସ୍ ବିଲ୍ ଆଗତ କରିଛନ୍ତି।