Published : ଓଡ଼ିଶା ସନ୍ ଟାଇମ୍ସ
23-May-2019
ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ବିପୁଳ ବିଜୟ ଲାଭ କରିଥିବାରୁ, ଦଳର ମହିଳା, ଯୁବ ଓ ଛାତ୍ର ସଙ୍ଗଠନର ସଦସ୍ୟ ମାନେ ବହୁସଂଖ୍ୟାରେ, ନବୀନ ନିବାସ ଯାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।