Published :
ଓଟିଭି
/
06-Jul-2017
କ୍ରୀଡା ପ୍ରେମିଙ୍କ ପାଇଁ ଶୁଭ ଖବର, କଳିଙ୍ଗ ଷ୍ଟାଡିୟମରେ ଖୁବଶ୍ରୀଘ୍ର ପ୍ରତିଷ୍ଠାହେବ ହାଇପରଫରମାନ୍ସ ଏକାଡେମୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡା ସଚିବ ବିଶାଳ କୁମାର ଦେବ, ଇଣ୍ଟରନ୍ୟାସନାଲ ଆସୋସିଏନ ଅଫ ଆଥଲେଟିକ୍ସ ଫେଡେରେସନର ସଭାପତି ଲର୍ଡ ସେବାଷ୍ଟିଆନ୍ କୋ ଓ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆର ସଭାପତି ଆଦିଲେ ସୁମାରିୱଲାଙ୍କ ସହିତ ଏକ୍ସପ୍ରେସନ ଅଫ ଇଣ୍ଟେଟ ସ୍ବାକ୍ଷରୀତ ହୋଇଛି।