ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯେକି ପଞ୍ଚମଥର ପୁଣି ଶାସନକୁ ଫୋରିବା ପାଇଁ ନିର୍ବାଚନ ଲଢୁଛନ୍ତି, ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି, ଏବେ ଭୋଟ ପାଇଁ ବାରମ୍ବାର ଓଡ଼ିଶା ଆସୁଛନ୍ତି।,ମାତ୍ର ଦୁର୍ଦ୍ଦଶା ସମୟରେ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନଥିଲା ବୋଲି ବାଲେଶ୍ବର ଠାରେ ଏକ ନିର୍ବାଚନ ସଭାରେ ସଭାପତି ଏହି ପ୍ରସଙ୍ଗ ଉଠାଇ ସମାଲୋନା କରିଛନ୍ତି।