Published : ଓଡ଼ିଶା ସନ୍ ଟାଇମ୍ସ
20-Feb-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବମିଖାଲ ଫ୍ଲାଇଓଭରକୁ ଜନସାଧାରଣଙ୍କ ବ୍ୟବହାର ପାଇଁ ଲୋକାର୍ପଣ କରିଛନ୍ତି। ଏହି ଫ୍ଲାଇଓଭର ରସୁଲଗଡକୁ ସହିଦ୍ ନଗର ଏବଂ ବମିଖାଲ ସହିତ ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ଯାତାୟତ ସମୟରେ ହେଉଥିବା ଭିଡକୁ ହ୍ରାସ କରିବାରେ ସହା୍ୟକ ହେବ।