ଓଡ଼ିଶାର କୋଇଲାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ ତାର ପରିବର୍ତ୍ତେ ଓଡ଼ିଶାକୁ ମିଳୁଛି ପ୍ରଦୂଷଣ ଓ କୋଇଲା ଧୂଳିକଣା ବୋଲି ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ କହିଛନ୍ତି। ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତିଙ୍କ ନାମ ନନେଇ ସଭାପତି କହିଛନ୍ତି ବିଜେଡ଼ିର ଜଣେ ନେତା କୋଇଲା ବେଆଇନ୍ କାରବାରରେ ସମ୍ପୃକ୍ତ ରହିଛନ୍ତି।