Published : ଓଡ଼ିଶା ସନ୍ ଟାଇମ୍ସ
29-Sep-2018
ରାଜ୍ୟ ସରକାର ୬୫ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ପରିଷଦର କାର୍ଯ୍ୟକାଳ ଶନିବାର ଦିନ ପୁରୀ ଯାଇଥିବାରୁ ସେସବୁର ପରିଚାଳନା ପାଇଁ ନିଯୁକ୍ତ କଲେ ପ୍ରଶାସକ ।