ବରଗଡ ଜିଲ୍ଲା ବିଜେପିର ପୁର୍ବତନ ସଭାପତି ନାରାୟଣ ସାହୁ,ତାଙ୍କ ସମର୍ଥକ ମାନଙ୍କ ସହିତ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପୁରଠାରେ ରବିବାର ଦିନ ଅନୁଷ୍ଠିତ ବିଜେଡିର ବିଶାଳ କର୍ମିସମ୍ମିଳନୀରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ନଭେମ୍ବର୨୧ରେ ବିଜେପିରୁ ଇସ୍ତଫା ଇସ୍ତଫା ଦେଇଥିଲେ।