Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
21-Oct-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଠାରୁ ଭୟାବହ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ରିଲିଫ ଓ ଥଇଥାନ କାର୍ଯ୍ୟପାଇଁ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀ କାଳୀନ ସହାୟତା ତୁରନ୍ତ ପ୍ରଦାନ ପାଇଁ ଦାବୀ କରିଛନ୍ତି।