Published : ନିଉ ଇଣ୍ଡିଆନ ଏକ୍ସପ୍ରେସ
18-Apr-2017
ରାଜ୍ୟସରକାର ଘୋଷଣା କରିଛନ୍ତି ଯେ ରାଜ୍ୟର ୩୦ ଜିଲ୍ଲାରେ ମିଳିବ କର୍କଟ ରୋଗର ମାଗଣା ଚିକିତ୍ସା l ପୂର୍ବରୁ ୧୫ ଟି ଜିଲ୍ଲାରେ ଏହି ସୁବିଧା ମିଳୁଥିଲା l