Published : ଓଡିଶା ସନ୍ ଟାଇମ୍ସ
17-Jun-2017
ରାଜ୍ୟ ସରକାର ଭିନ୍ନକ୍ଷମ କର୍ମଚାରୀ ମାନଙ୍କୁ ମାସିକ ୩୫୦ ଟଙ୍କା ଯାତାୟତ ଭତ୍ତା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହା କେବଳ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ବେଳେ ଏବେ ବିଭିନ୍ନ ୱାର୍କଚାର୍ଜଡ୍ କର୍ମଚାରୀଙ୍କ ପାଇଁ ଏହା ଲାଗୁହେବ।