Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
10-Jan-2019
ପଞ୍ଚଦଶ ଅର୍ଥ କମିସନର ଅଧ୍ୟକ୍ଷ ଏନ.କେ.ସିଂହ ଓଡ଼ିଶା ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ନୂତନ ବର୍ଷରୁ ଆରମ୍ଭ କରାଯାଇଥିବା “କାଳିଆ”ଯୋଜନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କୃଷକଙ୍କ ସଶକ୍ତି କରଣ ଦିଗରେ ଏହା ସର୍ବୋତ୍ତମ ଯୋଜନା।