Published : ଟାଇମ୍ସ ଅଫ ଇଣ୍ଡିଆ
06-Apr-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଫିଟ୍ ରହିବା ପାଇଁ ମର୍ଣ୍ଣିଂ ଏକ୍ସରସାଇଜ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଏହି ୨ ମିନିଟ ୮ ସେକେଣ୍ଡର ଭିଡିଓ ଦେଖି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର ଚଳାଇଥିବା ବ୍ୟକ୍ତିଙ୍କ ମୁହଁ ବନ୍ଦ ହୋଇଯାଇଛି।