Published : ଓଡିଶା ସନ୍ ଟାଇମ୍ସ
29-Jun-2017
ବିଜେଡିରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ହମିଦ ଆନ୍ସରି ସଂସଦ ଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀ ଦେବ ମେ ୧୮ ତାରିଖରେ ଓଡିଶାରୁ ରାଜ୍ୟସଭାକୁ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।