Published : ଓଡିଶା ସନ୍ ଟାଇମ୍ସ
23-May-2018
ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନତା ଦଳ(ଏସ) ନେତା ଶ୍ରୀ ଏଚ ଡି କୁମାରସ୍ବାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଶୁଭେଚ୍ଛା ଜଣାଇଛନ୍ତି।