Published : ଓଡ଼ିଶା ସନ୍ ଟାଇମ୍ସ
04-Apr-2019
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ଆସନ ପାଇଁ ଦଳର ପ୍ରାର୍ଥୀ ଭାବେ ମୀନାକ୍ଷୀ ମହନ୍ତଙ୍କ ନାମ ଘୋଷଣା କରିଛନ୍ତି।