Published : ଓରିଶାପୋଷ୍ଟ
17-Mar-2019
ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟର ମୁଖ୍ୟ ନିବାର୍ଚନ ଅଧିକାରୀଙ୍କୁ ସାକ୍ଷାତ କରି “କାଳିଆ” ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ଉପରେ ରୋକ୍ ନଲଗାଇବାକୁ ଦଳ ପକ୍ଷରୁ ଦାବୀ କରାଯାଇ ଏକ ସ୍କାରକ ପତ୍ର ପ୍ରଦାନ କରାଯାଇଛି।