Published : ଟାଇମ୍ସ ଅଫ ଇଣ୍ଡିଆ
16-Jan-2019
ରାଜ୍ୟର କୃଷକଙ୍କ ଜୀବନ ଓ ଜିବୀକାରେ ଉନ୍ନତି ଆଣିବା ସହ ସେମାନଙ୍କର ଆୟ ବୃଦ୍ଧି ଲକ୍ଷ୍ୟ ନେଇ ସହାୟତା ପ୍ରଦାନ ପାଇଁ (କାଳିଆ) ଯୋଜନାର ପ୍ରଚଳନ କରିଛନ୍ତି ବୋଲି ଭୁବନେଶ୍ବରଠାରେ ଆୟୋଜିତ ବାର୍ଷିକ କୃଷି ସମାରୋହର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।