Published : ଓଡିଶା ସନ୍ ଟାଇମ୍ସ
29-Jan-2019
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଫର୍ଣ୍ଣାଡିସଙ୍କ ବିୟୋଗରେ ଦେଶ ଜଣେ ବୁଦ୍ଧିଜିବୀ ଓ ରାଜନୈତିକ ବ୍ୟକ୍ତିଙ୍କୁ ହରାଇଲା।