ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାଠାରେ ଏକ କର୍କଟ ରୋଗ ଡାକ୍ତରଖାନାର ଶିଳାନ୍ୟାସ କରିବା ସହିତ ଏହି ଜିଲ୍ଲାରେ ମୋଟ ୬୧୮.୬୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କର୍କଟ ଡାକ୍ତରଖାନାର ନିର୍ମାଣ କ୍ଷେତ୍ରରେ ୧୪୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି।