ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଗୃହନିର୍ମାଣ ସହାୟତା ପାଇଁ ଦାବୀ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ବାତ୍ୟା ଫନୀରେ ବିପନ୍ନ ୧୪ ଟି ଜିଲ୍ଳାର ଲୋକଙ୍କ ପାଇଁ ୫ଲକ୍ଷ ପକ୍କା ଗୃହ ନିର୍ମାଣ କରିବାକୁ ‘ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ ସ୍ବତନ୍ତ୍ର ଗୃହ’ ଯୋଗାଇ ଦେବାକୁ ପତ୍ର ଲେଖି ଦାବୀ କରିଛନ୍ତି।