Published : ଓଡିଶା ସନ୍ ଟାଇମ୍ସ
27-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ସ୍ଥିତ ପରିବହନ ଭବନରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକାରୀଙ୍କୁ ସାକ୍ଷାତ କରି ଓଡିଶାରେ ଚାଲିଥିବା ବିଭିନ୍ନ ରାଜପଥ ଏବଂ ଭୁବନେଶ୍ବରର ଖଣ୍ଡଗିରି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ତ୍ବରାନ୍ବୀତ କରିବା ପାଇଁ ଦାବୀ କରିଛନ୍ତି।