ଓଡ଼ିଶାରେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯାଇଥିବାରୁ ପୁଞ୍ଜି ବିନିଯୋଗ ଯୋଗ କ୍ଷେତ୍ରରେ ଏବେ ଏହା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିଛି, ବୋଲି ସମ୍ବାଦ ପକ୍ଷରୁ ଆୟୋଜିତ ବ୍ରାଣ୍ଡ ଅଫ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।