ଓଡିଶା ସରକାର ରାପିଡ ଆକ୍ସନ ଫୋର୍ସ ଢାଞ୍ଚାରେ ସୁଇପ୍ଟ ଆକ୍ସନ ଫୋର୍ସ ନାମରେ ଏକ ସ୍ବତନ୍ତ୍ର ବାହିନୀ ଗଠନ କରିବା ନେଇ ଘୋଷଣା କରିଛି। ରାଜ୍ୟରେ ଜମି ଜମା ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିର ନିୟତ୍ରଣ କରିବାରେ ଏହି ବାହିନୀ କାର୍ଯ୍ୟକରିବ। ଆବଶ୍ୟକତା ଦୃଷ୍ଟିରୁ ୩ଟି କମ୍ପାନୀ ସୁଇପ୍ଟ ଆକ୍ସନ ଫୋର୍ସ ଗଠନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।