Published : ଓଡ଼ିଶା ସନ୍ ଟାଇମ୍ସ
03-Mar-2019
ଓଡ଼ିଶାରେ ପୈରାଞ୍ଚଳ କର୍ମଚାରୀଙ୍କ ପାଇଁ ଲାଗ ହେବ ସପ୍ତମ ଦରମା କମିଶନଙ୍କ ସୁପାରିଶ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଦରମା କର୍ମଚାରୀ ମାନଙ୍କୁ ୨୦୧୬ ଅପ୍ରେଲ ପହିଲା ଠାରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରଙ୍କ ଦପ୍ତରରୁ ସୂଚନା ଦିଆଯାଇଛି।