ଓଡିଶାର ୩ ଟି ପୋଷ୍ଟ ଅଫିସରେ ପାସପୋର୍ଟ ସେବା କେନ୍ଦ୍ର ଦ୍ବିତୀୟ ପର୍ଯ୍ୟାୟରେ ଖୋଲାଯିବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ବାରାଜ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସୁଚନା ଦେଇଛନ୍ତି। ସୂଚନା ଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରମତୀ ସ୍ବରାଜଙ୍କୁ ସାକ୍ଷାତ କରି ବାଲେଶ୍ବର, ବ୍ରହ୍ମପୁର ଓ ଭବାନୀପାଟଣା ଠାରେ ପାସପୋର୍ଟ ସେବାକେନ୍ଦ୍ର ଖୋଲିବାପାଇଁ ଦାବୀ ଜଣାଇଥିଲେ।