ଦେଶର ସ୍ମାର୍ଟ ସହର ଗୁଡିକରେ ବର୍ଦ୍ଧିତ ଜନସଂଖ୍ୟା ଏବଂ ସେମାନଙ୍କର ଆବଶ୍ୟକତା ଦୁଷ୍ଟିରୁ ଖୁବ୍ ଶିଘ୍ର ସ୍ମାର୍ଟ ବସ ପରିବହନ ସେବା କାର୍ଯ୍ୟକାରୀ କରାଯିବ। ରାଜ୍ୟ ସରକାର ସେହି ଦୁଷ୍ଟି କୋଣରୁ ପରିବହନ କ୍ଷେତ୍ରରେ ପ୍ରବୀଣ ବ୍ୟକ୍ତି ମାନଙ୍କଠାରୁ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିବାପରେ ଭୁବନେଶ୍ବର ସମେତ ରାଜ୍ୟର ସ୍ମାର୍ଟ ସହର ଗୁଡିକ ପାଇଁ ସ୍ମାର୍ଟ ବସ ପରିବହନ ସେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ନତ୍ତି ଗ୍ରହଣ କରିଛନ୍ତି।