Published : ଓଡ଼ିଶା ସନ୍ ଟାଇମ୍ସ
10-Feb-2019
ମୁଖ୍ୟମନ୍ତ୍ରୀଶ୍ରୀନବୀନପଟ୍ଟନାୟକଆଦିବାସୀଅଧ୍ୟୁଷିତକନ୍ଧମାଳକୁଦିନିକିଆଗସ୍ତରେଯାଇ୨୫୦କୋଟିଟଙ୍କାରଜନମଙ୍ଗଳପ୍ରକଳ୍ପଗୁଡିକରପ୍ରତିଷ୍ଠାପାଇଁଘୋଷଣାକରିଛନ୍ତି।ଗସ୍ତକାଳରେମୁଖ୍ୟମନ୍ତ୍ରୀ୫୭କୋଟିଟଙ୍କାରନବନିର୍ମିତ୧୯ଟିପ୍ରକଳ୍ପରଉଦଘାଟନକରିଥିବାବେଳେ୪୭ଟିପ୍ରକଳ୍ପରଭତିପ୍ରସ୍ତରସ୍ଥାପନକରିଛନ୍ତି।