ବାତ୍ୟା ଫନୀରେ ଯେଉଁ ପରିବାର ଗୁଡିକର ଗୃହ ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଛି କିମ୍ବା ଗୁରୁତ୍ତର ଭାବେ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ପକ୍କାଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ରମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିପାଇଁ ମେ ୧୫ ତାରିଖରୁ କ୍ଷୟକ୍ଷତି ଆକଳନ କରାଯାଇ ଏକ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।