Published :
ଓଟିଭି
/
24-Dec-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟୀୟଧର୍ମାବଲମ୍ବୀ ମାନଙ୍କୁ ବଡଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସରକାର ରାଜ୍ୟରେ ବସ ବାସ କରୁଥିବା ସମସ୍ତ ନାଗରିକଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମାନ ସୁବିଧା ଓ ନ୍ୟାୟ ପ୍ରଦାନ କରିବା ଦିଗରେ ବଦ୍ଧପରିକର।