Published : ନି୍ୟୁ ଇଣ୍ଡିଆନ ଏକ୍ସପ୍ରେସ
10-Jul-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଅପରେସନ ସେଣ୍ଟର ସମେତ ସ୍ମାର୍ଟ ସିଟିର ଅନେକ ଗୁଡିଏ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ସ୍ମାର୍ଟ କମାଣ୍ଡ ସେଣ୍ଟର ଏକ ବହୁମୂଖୀ ନିୟତ୍ରଣ କକ୍ଷ ଭାବେ କାମ ଆରମ୍ଭ କରିଛି ଏହା ରାଜଧାନୀରେ ନାଗରିକଙ୍କୁ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବ।