Published : ଓଡ଼ିଶା ସନ୍ ଟାଇମ୍ସ
17-Mar-2019
ସମାଜ ସେବୀ ତଥା ଟ୍ରାନ୍ସଜେଣ୍ଡରଙ୍କ ନେତା, ମୀରା ପରିଡା, ତାଙ୍କର ଶତାଧିକ ସମର୍ଥକଙ୍କ ସହ ଦଳର ସଭାପତିଙ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ଦଳରେ ଯୋଗ ଦେଇଛନ୍ତି।